Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Ahmedabad
Rahulgandhi
No video available

ବାରିପଦା ମ୍ୟୁନିସିପାଲଟି: ତକତପୁର ଠାରେ ଚେକିଂ ବେଳେ ବାଇକ ଧକ୍କାରେ ସବ ଇନିସ୍ପେକ୍ଟର ମୃତ୍ୟୁ ମାମଲା,ସୁନାମୁଁହିର ଆସାମୀକୁ ୧ବର୍ଷ ୬ମାସର କାରାଦଣ୍ଡ ପ୍ରଦାନ

Baripada M, Mayurbhanj | May 19, 2024
ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ (୧) କୋର୍ଟରେ ଶନିବାର ପୁଲିସ ଦ୍ଵାରା ଗାଡି ମୋଟର ଚେକିଂ ବେଳେ ବାଇକ ଧକ୍କାରେ ସବ ଇନିସ୍ପେକ୍ଟରଙ୍କ ମୃତ୍ୟୁ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସତ୍ୟ ନାରାୟଣ ପାତ୍ର ଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୧ବର୍ଷ ୬ମାସର କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଆସାମୀ ଜଣକ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ସୁନମୁହିଁ ଅଞ୍ଚଳର ଦୁଃଖୀରାମ ସୋରେନ(୩୩)।
ବାରିପଦା ମ୍ୟୁନିସିପାଲଟି: ତକତପୁର ଠାରେ ଚେକିଂ ବେଳେ ବାଇକ ଧକ୍କାରେ ସବ ଇନିସ୍ପେକ୍ଟର ମୃତ୍ୟୁ ମାମଲା,ସୁନାମୁଁହିର ଆସାମୀକୁ ୧ବର୍ଷ ୬ମାସର କାରାଦଣ୍ଡ ପ୍ରଦାନ - Baripada M News