ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ପୋଲିସର ସ୍ୱତନ୍ତ୍ର ଅଭିଯାନରେ ଜଣେ ୱାରେଣ୍ଟି ଗିରଫ। ଅଭିଯୁକ୍ତଙ୍କ ନାମରେ ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରି କୋର୍ଟ ଚାଲାଣ କଲା ପୋଲିସ।