ବାରିପଦା ସଦର: ଆମେରିକାରେ ଚାକିରୀ କରୁଥିବା ମୟୂରଭଂଜର ଦେବପ୍ରକାଶ କାଳନ୍ଦୀ ସମ୍ବର୍ଦ୍ଧିତ
ଆମେରିକାରେ ଚାକିରୀ କରୁଥିବା ମୟୂରଭଂଜ ଜିଲ୍ଲା ବିଶୋଇ ବ୍ଲକର ପ୍ରତିଭାବାନ ଯୁବକ ଦେବପ୍ରକାଶ କାଳନ୍ଦୀଙ୍କୁ ବାରିପଦାରେ ସମ୍ବର୍ଦ୍ଧିତ କରାଯାଇଛି। ଓଡିଶା ଡମ ସମାଜ ବିକାଶ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ସ୍ୱାଗତ ଜଣାଯାଇଛି।