ବାରିପଦା ସଦର: କେନ୍ଦୁଝର ଆଦିବାସୀ ଆକ୍ରମଣ: ୧୮ ତାରିଖରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ
କେନ୍ଦୁଝର ବସନ୍ତପୁର ଆଦିବାସୀ ଆକ୍ରମଣ ଘଟଣାରେ ଦୋଷୀଙ୍କ ଗିରଫ ଦାବି। ଆସନ୍ତା ୧୮ ତାରିଖରେ କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ହେବ ବିଶାଳ ବିକ୍ଷୋଭ। ମାଝୀ ପାରଗାନା ବ୍ୟବସ୍ଥା ଓ ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ଚେତାବନୀ।