ବାଙ୍ଗିରିପୋଷି: ବାଙ୍ଗିରିପୋଷିରେ ବ୍ଲକସ୍ତରୀୟ ଏକୀକୃତ ପେନସନ ପୋର୍ଟାଲ ଉଦ୍ଘାଟିତ
ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ଶାମାଖୁଣ୍ଟା ବ୍ଲକରେ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ ଉଦ୍ଘାଟନ କରିଛନ୍ତି। ମଧୁବାବୁ ପେନସନ ଯୋଜନାରେ କୋଟା ବ୍ୟବସ୍ଥା ଉଚ୍ଛେଦ ହୋଇଥିବା ବେଳେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ ଉପକୃତ ହେବେ।