ବାରିପଦା ସଦର: ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକରେ ଭତ୍ତା ହିତାଧିକାରୀଙ୍କ ବିକ୍ଷୋଭ
ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକରେ ୭ ଦଫା ଦାବି ନେଇ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ଭତ୍ତା ହିତାଧିକାରୀ। ୪ ମାସରୁ ଉର୍ଦ୍ଧ୍ଵ ସମୟ ହେଲା ଭତ୍ତା ମିଳୁନଥିବା ଅଭିଯୋଗରେ ୨ ହଜାରରୁ ଅଧିକ ହିତାଧିକାରୀଙ୍କ ବିକ୍ଷୋଭ।