ବାରିପଦା ସଦର: ମୟୂରଭଞ୍ଜରେ କଡ଼ାକଡ଼ି ପୋଲିସ ଚେକିଂ: ମଦ୍ୟପ ଓ ଅପରାଧୀଙ୍କ ଉପରେ ରହିବ ନଜର
ମୟୂରଭଞ୍ଜ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଓ ସଡ଼କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ଜାରି ରହିଛି ସ୍ୱତନ୍ତ୍ର ନାକା ଚେକିଂ। ଅସାମାଜିକ ବ୍ୟକ୍ତି, ଚୋର, ଡକାୟତ ଏବଂ ମଦ୍ୟପ ଚାଳକଙ୍କୁ ରୋକିବା ପାଇଁ ପୋଲିସ ନେଇଛି କଡ଼ା ପଦକ୍ଷେପ।