ଆସନ୍ତା ୧୮/୧୧/୨୬ ତାରିଖରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବାରିପଦା ଗସ୍ତ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ବାରିପଦା ଷ୍ଟାଡିୟମରେ ଆୟୋଜିତ ହେବ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ।