ବାରିପଦା ସଦର: ବାରିପଦାରେ ସମ୍ପନ୍ନ ହେଲା ଛଟ୍ ପୂଜା: ବୁଢ଼ାବଳଙ୍ଗ ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼
ବାରିପଦାରେ ବେଶ୍ ଧୁମ୍ଧାମ୍ରେ ସମ୍ପନ୍ନ ହୋଇଛି ଛଟ୍ ପୂଜା। ବୁଢ଼ାବଳଙ୍ଗ ନଦୀ କୂଳରେ ଶ୍ରଦ୍ଧାଳୁମାନେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେଇ ପରିବାରର ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି। ପୌରପାଳିକା ପକ୍ଷରୁ ଘାଟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।