ବାରିପଦା ସଦର: ବାରିପଦା ଜଗଦ୍ଧାତ୍ରୀ ପୂଜା: ହଙ୍ଗେରୀ ସଂସଦ ଭବନ ଢାଞ୍ଚାରେ ହେବ ତୋରଣ
ବାରିପଦାରେ ମା’ ଜଗଦ୍ଧାତ୍ରୀ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ୮୫ ଫୁଟ୍ ଉଚ୍ଚର ତୋରଣ ସହ ମେଳାରେ ୩୩୦ଟି ଷ୍ଟଲ୍ ଖୋଲିବ। ନଭେମ୍ବର ୧୮ରେ ପୂଜା ଓ ୨୨ରୁ ମେଳା ଆରମ୍ଭ ହେବ। ଦର୍ଶକଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବଲିଉଡ୍ ନାଇଟ୍ର ବ୍ୟବସ୍ଥା ରହିଛି।