ବାରିପଦା ସଦର: ଖୁଣ୍ଟା: ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଚ଼ାପଡ଼ିହି ଗ୍ରାମରୁ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ବଡ଼ଓଳିଆ ଗ୍ରାମର ସନାତନ ଟୁଡ଼ୁଙ୍କ ପୁଅ ବାପୁନ ବୋଲି ଜଣାପଡ଼ିଛି। ପୋଲିସ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।