ବାରିପଦା ସଦର: ମୟୂରଭଞ୍ଜ: ଯଦୁନାଥପୁର ଗାଁରୁ ୧୬ ଫୁଟର ବିରାଟକାୟ କିଙ୍ଗ କୋବ୍ରା ଉଦ୍ଧାର
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଯଦୁନାଥପୁର ଗ୍ରାମରୁ ସାଢ଼େ ୪ ଘଣ୍ଟାର ଅପରେସନ ପରେ ୧୫-୧୬ ଫୁଟର ଏକ ବିରାଟକାୟ କିଙ୍ଗ କୋବ୍ରା ଉଦ୍ଧାର। ସାପଟିକୁ ବାରିପଦା ବନବିଭାଗ କାର୍ଯ୍ୟାଳୟରେ ରଖାଯାଇଥିବା ବେଳେ ମଙ୍ଗଳବାର ଜଙ୍ଗଲରେ ଛଡ଼ାଯିବ।