ମୟୂରଭଞ୍ଜ ବାରିପଦାରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମଜୟନ୍ତୀ ଓ ଜନଜାତୀୟ ଗୌରବ ଦିବସ ପାଳିତ। କାର୍ଯ୍ୟକ୍ରମରେ ୩୮ଜଣଙ୍କୁ ଶ୍ରମିକ କାର୍ଡ ସହ ବିବାହ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି।