ବାରିପଦା ସଦର: ବାରିପଦା PRM ମେଡିକାଲ କଲେଜରେ ମେଗା ରକ୍ତଦାନ ଶିବିର: ସଂଗ୍ରହ ହେଲା 170 ୟୁନିଟ ରକ୍ତ
ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଛାତ୍ରସଂସଦ, ଏସ.ଏସ.ସି. ସୋସାଇଟି ଓ ଆଇ.ଏମ.ଏ. ମୟୂରଭଞ୍ଜର ମିଳିତ ସହଯୋଗରେ ଆୟୋଜିତ ହୋଇଛି ମେଗା ରକ୍ତଦାନ ଶିବିର। ଏଥିରେ ମୋଟ 170 ୟୁନିଟ ରକ୍ତ ସଂଗ୍ରହ ହୋଇଛି।