ମୟୂରଭଞ୍ଜ ବାଙ୍ଗିରିପୋଷିରେ ବନ ବିଭାଗ ଅଧିକାରୀଙ୍କ ମାଡ଼ରେ ଆଦିବାସୀ ଯୁବକ ଗୁରୁତର । ବାରିପଦା ପିଆର୍ଏମ୍ ମେଡିକାଲରେ ଭର୍ତ୍ତି । ଦୋଷୀଙ୍କୁ ଗିରଫ ଦାବି କଲା ବିଜେଡି ଆଦିବାସୀ ସାମ୍ମୁଖ୍ୟ ।