ରାୟଗଡା: ରାୟଗଡ଼ା: ପୂଜାରୀବମ୍ବୁ ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଆରମ୍ଭ ହେଲା ରାସ୍ତା ନିର୍ମାଣ
ରାୟଗଡ଼ା ସଦର ବ୍ଲକ ପୂଜାରୀବମ୍ବୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗ୍ରାମବାସୀଙ୍କ ଗଣସତ୍ୟାଗ୍ରହ ଓ ପଦଯାତ୍ରା ପରେ ପ୍ରଶାସନର ଲିଖିତ ପ୍ରତିଶ୍ରୁତି ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି।