ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ସଫଳତାର ସହ ଅନୁଷ୍ଠିତ ହେଲା ପଞ୍ଚମ ପାରଳା ଉତ୍ସବ-2026
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଅର୍ବାନ ବ୍ୟାଙ୍କ ପଡିଆରେ ଅନୁଷ୍ଠିତ ହୋଇଯାଇଛି ପଞ୍ଚମ ପାରଳା ଉତ୍ସବ-2026। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତର କଳା ଓ ସଂସ୍କୃତିର ସମାବେଶ ଦେଖିବାକୁ ମିଳିଛି।