କାଶୀନଗର: ଗଜପତି: ସାରା ଗ୍ରାମରେ ଧୁମ୍ଧାମ୍ରେ ପାଳିତ ହେଲା ଡଙ୍ଗା ଭସାଣୀ ଉତ୍ସବ
ଗଜପତି ଜିଲ୍ଲା କାଶୀନଗର ବ୍ଲକ ସାରା ଗ୍ରାମରେ ପାରମ୍ପରିକ କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗା ଭସାଣୀ ଉତ୍ସବ ପାଳିତ। ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଗ୍ରାମବାସୀଙ୍କ ସହ ସାମିଲ ହୋଇ ପାଳନ କଲେ ବୋଇତ ବନ୍ଦାଣ। ଏହି ଅବସରରେ ବହୁ ଜନପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।