ଗୁମ୍ମା: ଗଜପତି: ୨ ବର୍ଷ ପରେ ବି ସରିଲାନି ରାସ୍ତା କାମ, ବେଆଇନ ବିସ୍ଫୋରଣକୁ ନେଇ ଉଠିଲା ପ୍ରଶ୍ନ
Gumma, Gajapati | Nov 25, 2026
ଗଜପତି ଗୁମ୍ମା ବ୍ଲକ ସେରଙ୍ଗ-ପୁଡ଼େଏଲ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ। ଧାର୍ଯ୍ୟ ସମୟ ସୀମା ୧୭ ଏପ୍ରିଲ ୨୦୨୫ ଥିଲେ ମଧ୍ୟ ୨ ବର୍ଷ ବିତିଲାଣି କାମ ଅଧା। ବେଆଇନ ପଥର ବିସ୍ଫୋରଣ ଅଭିଯୋଗକୁ ନେଇ ସ୍ଥାନୀୟ ଲୋକେ ଉଦବିଗ୍ନ। ତଦନ୍ତ ପାଇଁ ଦାବି।