ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ଉଭୟ ଦଳ ଚାମ୍ପିୟନ ହୋଇ ଗଜପତି ପାଇଁ ଆଣିଲେ ଗୌରବ। ଖେଳାଳିଙ୍କ ସଫଳତାରେ ସାରା ଜିଲ୍ଲାରେ ଉତ୍ସାହ।