ଗୁମ୍ମା: ଗୁମ୍ମା ପାଇକ ସାହି ରାଧାକୃଷ୍ଣ ମନ୍ଦିରରେ ଅଷ୍ଟପ୍ରହରୀ ନାମ ଯଜ୍ଞ
Gumma, Gajapati | Nov 25, 2026
ଗୁମ୍ମା ସଦର ମହକୁମା ପାଇକ ସାହି ରାଧାକୃଷ୍ଣ ମନ୍ଦିରରେ କାର୍ତ୍ତିକ ମାସ ଅବସରରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାତ ଶହ ବର୍ଷ ପୁରାତନ ମନ୍ଦିରରେ ଏହି ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।