ଆର ଉଦୟଗିରି: ଗଜପତି ମାଙ୍କଡ଼ଡିଆଁ ଜଳପ୍ରପାତ: ୨.୪୨ କୋଟିର ବିକାଶ କାମରେ ମନ୍ଥରତା
ଗଜପତିର ମାଙ୍କଡ଼ଡିଆଁ ଜଳପ୍ରପାତ ପାଇଁ ୨ କୋଟି ୪୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ବି କାମ ମନ୍ଥର। ରାସ୍ତା ଦୁର୍ଦ୍ଦଶା ଓ ସୌନ୍ଦର୍ଯ୍ୟକରଣ ନାଁରେ ପରିବେଶ ନଷ୍ଟ ହେଉଥିବା ଅଭିଯୋଗ। ଜାଣନ୍ତୁ କଣ କହୁଛି ପର୍ଯ୍ୟଟନ ବିଭାଗ।