ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ମହିଳା ଓ ତୃତୀୟଲିଙ୍ଗୀଙ୍କ ସୁରକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ
ଗଜପତି ଜିଲ୍ଲାରେ ମହିଳାଙ୍କ ବିରୋଧରେ ହିଂସା ଦୂରୀକରଣ ଓ ତୃତୀୟଲିଙ୍ଗୀଙ୍କ ସୁରକ୍ଷା ପାଇଁ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ଓ ସାମାଜିକ ସଂଗଠନର ପ୍ରତିନିଧି ଯୋଗଦେଇ ସମାନ ଅଧିକାର ଓ ସୁରକ୍ଷା ଉପରେ ଆଲୋଚନା କରିଛନ୍ତି।