ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଷ୍ଟପ୍ରହରୀ ନାମଯଜ୍ଞରେ ସାମିଲ ହେଲେ ବିଧାୟକ
ଗଜପତି ଜିଲ୍ଲାର ଗୋଷାଣୀ ଓ କାଶୀନଗର ବ୍ଲକର ବିଭିନ୍ନ ଗ୍ରାମ ସମେତ ପାରଳାଖେମୁଣ୍ଡି ସହରର ଅଷ୍ଟପ୍ରହରୀ ନାମଯଜ୍ଞରେ ଯୋଗଦେଲେ ବିଧାୟକ। ସେ ପ୍ରଭୁଙ୍କ ଦର୍ଶନ କରି ଅଞ୍ଚଳର ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି।