ରାୟଗଡା: ରାୟଗଡ଼ାର ପୂଜାରୀଭମ୍ଭୁ ଗ୍ରାମକୁ ନାହିଁ ରାସ୍ତା: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ
ରାୟଗଡ଼ା ବ୍ଲକ ବାଇସିଂ ପଞ୍ଚାୟତର ପୂଜାରୀଭମ୍ଭୁ ଗ୍ରାମକୁ ରାସ୍ତା ନଥିବା ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିଧାୟକ କାଡ୍ରାକା ଆପଲସ୍ୱାମି। ରାସ୍ତା ନିର୍ମାଣ ହୋଇନଥିବାରୁ ସ୍ଥାନୀୟ ଲୋକେ ଦୁର୍ଦ୍ଦଶାର ସମ୍ମୁଖୀନ।