Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
मध्यप्रदेश
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी

News in Jajapur

#ଦୁଇଲକ୍ଷ_ନିଅ_ରଫା_ଦଫା_କର 
ପବିତ୍ର ସାରଙ୍କ ମାହାଲ ମଣ୍ଡା ଫଣ୍ଡା, ବେଶୀ ହେଲେ ଦୁଇ ପୁଅକୁ ମାରିଦେବି କହି ଦେଉଥିଲେ ଧମକ, ଜୀବନ ହାରିବାକୁ ପଦକ୍ଷେପ ନେଲେ ବିଏସ କଲେଜ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ମୁଦୁଲି। ଏତେ ସବୁ ପରେ ବି ଗିରଫ କରୁନି ପୋଲିସ,କଲେଜ ବଦନାମ ଭୟରେ ମୁହଁ ଖୋଲୁନାହାନ୍ତି କର୍ମଚାରୀ।
#BreakingNews 
#BSCollage
#BishnuSamantarayCollge
#BSCollegeExPrincipal 
#PabitraMohanMahala
#SubCollectorJajpur 
#CMOGrivance 
#HigherEducationMinister 
#BadachanaMLA 
#AmaraKumarNayak 
#SurajSurybanshi 
#BadachanaIIC 
#JajpurSP  
#JajpurNews
#Barchana
#Jajpur
#ASMITAKHABAR

#ଦୁଇଲକ୍ଷ_ନିଅ_ରଫା_ଦଫା_କର ପବିତ୍ର ସାରଙ୍କ ମାହାଲ ମଣ୍ଡା ଫଣ୍ଡା, ବେଶୀ ହେଲେ ଦୁଇ ପୁଅକୁ ମାରିଦେବି କହି ଦେଉଥିଲେ ଧମକ, ଜୀବନ ହାରିବାକୁ ପଦକ୍ଷେପ ନେଲେ ବିଏସ କଲେଜ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ମୁଦୁଲି। ଏତେ ସବୁ ପରେ ବି ଗିରଫ କରୁନି ପୋଲିସ,କଲେଜ ବଦନାମ ଭୟରେ ମୁହଁ ଖୋଲୁନାହାନ୍ତି କର୍ମଚାରୀ। #BreakingNews #BSCollage #BishnuSamantarayCollge #BSCollegeExPrincipal #PabitraMohanMahala #SubCollectorJajpur #CMOGrivance #HigherEducationMinister #BadachanaMLA #AmaraKumarNayak #SurajSurybanshi #BadachanaIIC #JajpurSP #JajpurNews #Barchana #Jajpur #ASMITAKHABAR

Jajapur, Jajpur | Jul 20, 2026

#ବିଶ୍ୱ_ହିନ୍ଦୁ_ପରିଷଦର_ପରିଚୟ_ବର୍ଗ_ଅନୁଷ୍ଠିତ
ଯାଜପୁର ଜିଲ୍ଲାର ଧାନମଣ୍ଡଳ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ପରିଚୟ ବର୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ଉଦ୍ଦେଶ୍ୟ, ସଂଗଠନର କାର୍ଯ୍ୟଧାରା ଓ ସମାଜ ସେବାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ସଦସ୍ୟ ଓ ଅତିଥିମାନେ ଅବଗତ କରାଯାଇଥିଲା।
ଏହି ଅବସରରେ ବିଭିନ୍ନ ବକ୍ତାମାନେ ହିନ୍ଦୁ ସମାଜର ଏକତା, ସଂସ୍କୃତିର ସୁରକ୍ଷା ଏବଂ ରାଷ୍ଟ୍ର ଗଠନରେ ସମସ୍ତଙ୍କ ସହଭାଗିତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସଂଗଠନର ବହୁ କର୍ମକର୍ତ୍ତା, ବରିଷ୍ଠ ନାଗରିକ ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।
#VishvaHinduParishd
#Biswahinduparishad 
#BargaBaithaka
#HinduSangathana
#HinduSamajAkada
#RashtriyaSonguthan
#saraswatisishuvidyamandir
#Dhanamadal
#Chandikhol 
#Barchana
#Jajpur
#ASMITAKHABAR

#ବିଶ୍ୱ_ହିନ୍ଦୁ_ପରିଷଦର_ପରିଚୟ_ବର୍ଗ_ଅନୁଷ୍ଠିତ ଯାଜପୁର ଜିଲ୍ଲାର ଧାନମଣ୍ଡଳ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ପରିଚୟ ବର୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ଉଦ୍ଦେଶ୍ୟ, ସଂଗଠନର କାର୍ଯ୍ୟଧାରା ଓ ସମାଜ ସେବାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ସଦସ୍ୟ ଓ ଅତିଥିମାନେ ଅବଗତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବକ୍ତାମାନେ ହିନ୍ଦୁ ସମାଜର ଏକତା, ସଂସ୍କୃତିର ସୁରକ୍ଷା ଏବଂ ରାଷ୍ଟ୍ର ଗଠନରେ ସମସ୍ତଙ୍କ ସହଭାଗିତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସଂଗଠନର ବହୁ କର୍ମକର୍ତ୍ତା, ବରିଷ୍ଠ ନାଗରିକ ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା। #VishvaHinduParishd #Biswahinduparishad #BargaBaithaka #HinduSangathana #HinduSamajAkada #RashtriyaSonguthan #saraswatisishuvidyamandir #Dhanamadal #Chandikhol #Barchana #Jajpur #ASMITAKHABAR

Jajapur, Jajpur | Jul 19, 2026

ସତ ଆଉ ମିଛ ଖେଳ କେତେଦିନ,,

ସତ ଆଉ ମିଛ ଖେଳ କେତେଦିନ,,

Jajapur, Jajpur | Jul 18, 2026

#ଶ୍ରୀମନ୍ଦିର_ବାହାରେ_ରାତିର_ସିଧାପ୍ରସାରଣ 
ରଥାରୁଢ଼ ମହାପ୍ରଭୂ ହେଲା ପରେ ଶ୍ରୀ ମନ୍ଦିର ବାହାରେ କଣ ରହିଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସ୍ଥିତି ତାହାର ସିଧାପ୍ରସାରଣ କେବଳ ଅସ୍ମିତା ଖବରରେ।
#AsmitaKhabarLive 
#AsmitaKhabarOdia 
#AsmitaKhabar 
#CarFestival 
#PuriRathaYatra 
#PuriNews 
#OdishaNews 
#AsmitaKhabar

#ଶ୍ରୀମନ୍ଦିର_ବାହାରେ_ରାତିର_ସିଧାପ୍ରସାରଣ ରଥାରୁଢ଼ ମହାପ୍ରଭୂ ହେଲା ପରେ ଶ୍ରୀ ମନ୍ଦିର ବାହାରେ କଣ ରହିଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସ୍ଥିତି ତାହାର ସିଧାପ୍ରସାରଣ କେବଳ ଅସ୍ମିତା ଖବରରେ। #AsmitaKhabarLive #AsmitaKhabarOdia #AsmitaKhabar #CarFestival #PuriRathaYatra #PuriNews #OdishaNews #AsmitaKhabar

Jajapur, Jajpur | Jul 17, 2026

#ଅସ୍ମିତା_ଖବରର_ପ୍ରଥମ_ସ୍ୱଣ୍ଣକ୍ଷେତ୍ର_ଦିବସ
ପବିତ୍ର ରଥଯାତ୍ରା ଅବସରରେ ଅସ୍ମିତା ଖବର ଡିଜିଟାଲ ମିଡ଼ିଆ ହାଉସର ପ୍ରଥମ ବର୍ଷ ପୂର୍ତ୍ତି। ଏହି ଅବସରରେ ସାଧାରଣ ସଭାର ସିଧାପ୍ରସାରଣ କାର୍ଯ୍ୟକ୍ରମ କେବଳ ଅସ୍ମିତା ଖବରରେ।
#AsmitaKhabarLive
#OneYearCelebraation
#AsmitaKhabarDigital
#AsmitaKhabarOdia
#AsmitaMediaHouse
#GenaralMeettingAsmitaKhabar
#ChandikholNews
#RathaYatraSpecial
#OdishaNews
#ASMITAKHABAR

#ଅସ୍ମିତା_ଖବରର_ପ୍ରଥମ_ସ୍ୱଣ୍ଣକ୍ଷେତ୍ର_ଦିବସ ପବିତ୍ର ରଥଯାତ୍ରା ଅବସରରେ ଅସ୍ମିତା ଖବର ଡିଜିଟାଲ ମିଡ଼ିଆ ହାଉସର ପ୍ରଥମ ବର୍ଷ ପୂର୍ତ୍ତି। ଏହି ଅବସରରେ ସାଧାରଣ ସଭାର ସିଧାପ୍ରସାରଣ କାର୍ଯ୍ୟକ୍ରମ କେବଳ ଅସ୍ମିତା ଖବରରେ। #AsmitaKhabarLive #OneYearCelebraation #AsmitaKhabarDigital #AsmitaKhabarOdia #AsmitaMediaHouse #GenaralMeettingAsmitaKhabar #ChandikholNews #RathaYatraSpecial #OdishaNews #ASMITAKHABAR

Jajapur, Jajpur | Jul 16, 2026

#ଅସ୍ମିତା_ଖବରର_ପ୍ରଥମ_ସ୍ୱଣ୍ଣକ୍ଷେତ୍ର_ଦିବସ
ପବିତ୍ର ରଥଯାତ୍ରା ଅବସରରେ ଅସ୍ମିତା ଖବର ଡିଜିଟାଲ ମିଡ଼ିଆ ହାଉସର ପ୍ରଥମ ବର୍ଷ ପୂର୍ତ୍ତି। ଏହି ଅବସରରେ ସାଧାରଣ ସଭାର ସିଧାପ୍ରସାରଣ କାର୍ଯ୍ୟକ୍ରମ କେବଳ ଅସ୍ମିତା ଖବରରେ।
#AsmitaKhabarLive
#OneYearCelebraation
#AsmitaKhabarDigital
#AsmitaKhabarOdia
#AsmitaMediaHouse
#GenaralMeettingAsmitaKhabar
#ChandikholNews
#RathaYatraSpecial
#OdishaNews
#ASMITAKHABAR

#ଅସ୍ମିତା_ଖବରର_ପ୍ରଥମ_ସ୍ୱଣ୍ଣକ୍ଷେତ୍ର_ଦିବସ ପବିତ୍ର ରଥଯାତ୍ରା ଅବସରରେ ଅସ୍ମିତା ଖବର ଡିଜିଟାଲ ମିଡ଼ିଆ ହାଉସର ପ୍ରଥମ ବର୍ଷ ପୂର୍ତ୍ତି। ଏହି ଅବସରରେ ସାଧାରଣ ସଭାର ସିଧାପ୍ରସାରଣ କାର୍ଯ୍ୟକ୍ରମ କେବଳ ଅସ୍ମିତା ଖବରରେ। #AsmitaKhabarLive #OneYearCelebraation #AsmitaKhabarDigital #AsmitaKhabarOdia #AsmitaMediaHouse #GenaralMeettingAsmitaKhabar #ChandikholNews #RathaYatraSpecial #OdishaNews #ASMITAKHABAR

Jajapur, Jajpur | Jul 16, 2026

#ମହାବିନାୟକ_ପୀଠ_ଦର୍ଶନ_କଲେ_ଉପମୁଖ୍ୟମନ୍ତ୍ରୀ_ପ୍ରଭାତୀ_ପରିଡ଼ା
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ଚଣା ନିର୍ବାଚନ ମଣ୍ଡଳୀକୁ ଗ୍ରସ୍ତ କରି ପଞ୍ଚଦେବଙ୍କ ପୀଠ ପ୍ରଭୂ ମହାବିନାୟକଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହିତ ଦୀର୍ଘ ୨୨ବର୍ଷ ପରେ ଦର୍ଶନର ସୌଭାଗ୍ୟ ଅର୍ଜନ କଲେ ବୋଲି କହିଲେ। ବଡ଼ଚଣା ବିଧାୟକ ଅମର କୁମାର ନାୟକ ଚଣ୍ଡିଖୋଲ ଡ଼ାକ ବଙ୍ଗଳା ଠାରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ । ପଞ୍ଚଦେବତାଙ୍କ ଦର୍ଶନ କରିବା ସହିତ ପ୍ରଦୀପ ପ୍ରଜୋଳନ କରି ପଞ୍ଚଦେବଙ୍କ ଆଶୀର୍ବାଦ ଲାଭ କରିଥିଲେ। ନିଜସ୍ୱ ବିଭାଗ ତଥା ପର୍ଯ୍ୟଟନ ବିଭାଗ ସାହାର୍ଯ୍ୟରେ ମହାବିନାୟକ ପୀଠର ଉନ୍ନତି ବିଜେପି ସରକାର ଓ ଅମର କୁମାର ନାୟକଙ୍କ କାର୍ଯ୍ୟକାଳ ସମୟରେ ସମ୍ଭବ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
#DCMOdisha 
#TourismMinister 
#WomensChildDepartment 
#PravatiParida 
#BJPDCM 
#MahabinayakPitha 
#BarachanaMLA 
#AmaraKumarNayak 
#BarachanaConstiuency 
#AsmitaKhabar 
#OdishaNews 
#BarachanaNews 
#ChandikholNews

#ମହାବିନାୟକ_ପୀଠ_ଦର୍ଶନ_କଲେ_ଉପମୁଖ୍ୟମନ୍ତ୍ରୀ_ପ୍ରଭାତୀ_ପରିଡ଼ା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ଚଣା ନିର୍ବାଚନ ମଣ୍ଡଳୀକୁ ଗ୍ରସ୍ତ କରି ପଞ୍ଚଦେବଙ୍କ ପୀଠ ପ୍ରଭୂ ମହାବିନାୟକଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହିତ ଦୀର୍ଘ ୨୨ବର୍ଷ ପରେ ଦର୍ଶନର ସୌଭାଗ୍ୟ ଅର୍ଜନ କଲେ ବୋଲି କହିଲେ। ବଡ଼ଚଣା ବିଧାୟକ ଅମର କୁମାର ନାୟକ ଚଣ୍ଡିଖୋଲ ଡ଼ାକ ବଙ୍ଗଳା ଠାରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ । ପଞ୍ଚଦେବତାଙ୍କ ଦର୍ଶନ କରିବା ସହିତ ପ୍ରଦୀପ ପ୍ରଜୋଳନ କରି ପଞ୍ଚଦେବଙ୍କ ଆଶୀର୍ବାଦ ଲାଭ କରିଥିଲେ। ନିଜସ୍ୱ ବିଭାଗ ତଥା ପର୍ଯ୍ୟଟନ ବିଭାଗ ସାହାର୍ଯ୍ୟରେ ମହାବିନାୟକ ପୀଠର ଉନ୍ନତି ବିଜେପି ସରକାର ଓ ଅମର କୁମାର ନାୟକଙ୍କ କାର୍ଯ୍ୟକାଳ ସମୟରେ ସମ୍ଭବ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। #DCMOdisha #TourismMinister #WomensChildDepartment #PravatiParida #BJPDCM #MahabinayakPitha #BarachanaMLA #AmaraKumarNayak #BarachanaConstiuency #AsmitaKhabar #OdishaNews #BarachanaNews #ChandikholNews

Jajapur, Jajpur | Jul 13, 2026

ଲତିପ ଓଝା ଏବେ ସରକାରଙ୍କ ଉପରେକି ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି?

ଲତିପ ଓଝା ଏବେ ସରକାରଙ୍କ ଉପରେକି ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି?

Jajapur, Jajpur | Jul 13, 2026

#ଡିସିପିଙ୍କ_ଇସ୍ତଫା_ପରେ_ବଡ_ବୟାନ । 
#୨୦୧୩_ବ୍ୟାଚର_IPS_ଜଗମୋହନ_ମୀନାଙ୍କ_ଇସ୍ତଫା।
#ଭୁବନେଶ୍ବର_ଡିସିପି_ଜଗମୋହନ_ମୀନାଙ୍କ_ଇସ୍ତଫା_ପରେ_ଗଣମାଧ୍ୟମକୁ_ପ୍ରତିକ୍ରିୟା।
୨୦୨୫ ଫେବ୍ରୁଆରୀରେ ଭୁବନେଶ୍ବର ଡିସିପି ଭାବେ ଦେଇଥିଲେ ଯୋଗ। 
#BBSRDCP 
#JaganMohanMeena 
#IPSJaganMohanMeena 
#IPSResgantion 
#HomeDepartment 
#CommsionratePolice
#CPIPSSDevdattaSingh 
#MohanMajhiCMO 
#OdishaNews
#ASMITAKHABAR

#ଡିସିପିଙ୍କ_ଇସ୍ତଫା_ପରେ_ବଡ_ବୟାନ । #୨୦୧୩_ବ୍ୟାଚର_IPS_ଜଗମୋହନ_ମୀନାଙ୍କ_ଇସ୍ତଫା। #ଭୁବନେଶ୍ବର_ଡିସିପି_ଜଗମୋହନ_ମୀନାଙ୍କ_ଇସ୍ତଫା_ପରେ_ଗଣମାଧ୍ୟମକୁ_ପ୍ରତିକ୍ରିୟା। ୨୦୨୫ ଫେବ୍ରୁଆରୀରେ ଭୁବନେଶ୍ବର ଡିସିପି ଭାବେ ଦେଇଥିଲେ ଯୋଗ। #BBSRDCP #JaganMohanMeena #IPSJaganMohanMeena #IPSResgantion #HomeDepartment #CommsionratePolice #CPIPSSDevdattaSingh #MohanMajhiCMO #OdishaNews #ASMITAKHABAR

Jajapur, Jajpur | Jul 6, 2026