Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh

News in Balichandrapur

#ଭିଏତନାମରେ_ବୁଡ଼ିଲା_ବୋଟ୍
 #୧୫_ଭାରତୀୟ_ପର୍ଯ୍ୟଟକ_ମୃତ
ଭିଏତନାମରେ ଏକ ପର୍ଯ୍ୟଟକ ବୋଟ୍ ବୁଡ଼ିଯିବାରୁ ୧୫ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୋଟ୍‌ରେ ୩୨ ଜଣ ପର୍ଯ୍ୟଟକ ଓ ୪ ଜଣ କ୍ରିଉ ସଦସ୍ୟ ଥିଲେ। ଦୁର୍ଘଟଣା ପରେ ନିଖୋଜ ଅନ୍ୟ ଭାରତୀୟ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି ଜାରି ରହିଛି।
#Vietnam #BoatAccident #IndianTourists #BreakingNews #WorldNews #OdishaNews #NewsUpdate #News #news7odia

#ଭିଏତନାମରେ_ବୁଡ଼ିଲା_ବୋଟ୍ #୧୫_ଭାରତୀୟ_ପର୍ଯ୍ୟଟକ_ମୃତ ଭିଏତନାମରେ ଏକ ପର୍ଯ୍ୟଟକ ବୋଟ୍ ବୁଡ଼ିଯିବାରୁ ୧୫ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୋଟ୍‌ରେ ୩୨ ଜଣ ପର୍ଯ୍ୟଟକ ଓ ୪ ଜଣ କ୍ରିଉ ସଦସ୍ୟ ଥିଲେ। ଦୁର୍ଘଟଣା ପରେ ନିଖୋଜ ଅନ୍ୟ ଭାରତୀୟ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି ଜାରି ରହିଛି। #Vietnam #BoatAccident #IndianTourists #BreakingNews #WorldNews #OdishaNews #NewsUpdate #News #news7odia

Korai, Jajpur | Jul 11, 2026

#ସୁରେଶ_ପୂଜାରୀଙ୍କୁ_ବିରୋଧ
କନ୍ଦାଗାଡ଼ରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିରୋଧ ପ୍ରଦର୍ଶନ। ଦଳୀୟ କର୍ମୀମାନେ ହିଁ ବିରୋଧ କରିଥିବା ସୂଚନା ମିଳିଛି। ତେବେ କେଉଁ କାରଣରୁ ଏହି ବିରୋଧ ହେଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।
#Odisha #SureshPujari #Kandhamal #Protest #PoliticalNews #BreakingNews #OdishaNews #NewsUpdate #OdiaNews #Jharsuguda #news7odia

#ସୁରେଶ_ପୂଜାରୀଙ୍କୁ_ବିରୋଧ କନ୍ଦାଗାଡ଼ରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିରୋଧ ପ୍ରଦର୍ଶନ। ଦଳୀୟ କର୍ମୀମାନେ ହିଁ ବିରୋଧ କରିଥିବା ସୂଚନା ମିଳିଛି। ତେବେ କେଉଁ କାରଣରୁ ଏହି ବିରୋଧ ହେଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। #Odisha #SureshPujari #Kandhamal #Protest #PoliticalNews #BreakingNews #OdishaNews #NewsUpdate #OdiaNews #Jharsuguda #news7odia

Korai, Jajpur | Jul 11, 2026

ସୁକିନ୍ଦା: ଲେମ୍ୱୋରେ ବିବାହ ଉତ୍ସବରେ ଯୋଗଦେଲେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ

ସୁକିନ୍ଦା: ଲେମ୍ୱୋରେ ବିବାହ ଉତ୍ସବରେ ଯୋଗଦେଲେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ

Sukinda, Jajpur | Jul 11, 2026

#ATM_ଉପାଡ଼ି_ଘୋଷାଡ଼ି_ନେଲେ
ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡ଼ିଆ ଛକରେ ଘଟିଛି। ଦୁର୍ବୃତ୍ତମାନେ ପ୍ରଥମେ ଏଟିଏମକୁ ଉପାଡ଼ି ଥାର ଗାଡ଼ି ରେ ବାନ୍ଧି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ପରେ ତୁଡ଼ିଗଡ଼ିଆ ଛକ ନିକଟରେ ଏଟିଏମକୁ ଫୋପାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
#ATMRobbery #ATMLoot #Balasore #Khaira #Tudigadia #OdishaCrime #CrimeNews #BreakingNews #OdishaNews #BalasoreNews #PoliceInvestigation #CCTV #Odisha #NewsUpdate #LatestNews #news7odia

#ATM_ଉପାଡ଼ି_ଘୋଷାଡ଼ି_ନେଲେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡ଼ିଆ ଛକରେ ଘଟିଛି। ଦୁର୍ବୃତ୍ତମାନେ ପ୍ରଥମେ ଏଟିଏମକୁ ଉପାଡ଼ି ଥାର ଗାଡ଼ି ରେ ବାନ୍ଧି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ପରେ ତୁଡ଼ିଗଡ଼ିଆ ଛକ ନିକଟରେ ଏଟିଏମକୁ ଫୋପାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। #ATMRobbery #ATMLoot #Balasore #Khaira #Tudigadia #OdishaCrime #CrimeNews #BreakingNews #OdishaNews #BalasoreNews #PoliceInvestigation #CCTV #Odisha #NewsUpdate #LatestNews #news7odia

Korai, Jajpur | Jul 11, 2026

#କେନାଲ_କାମକୁ_ନେଇ_ଚାଷୀଙ୍କ_ଅସନ୍ତୋଷ
କେନାଲ କାମରେ ଅବ୍ୟବସ୍ଥା ଅଭିଯୋଗ। ଚାଷୀଙ୍କ ସମସ୍ୟା ନେଇ ପ୍ରତିକ୍ରିୟା ରଖିଲେ କୋରେଇର ସମାଜସେବୀ ଅଜମତ୍ ଖାନ।
#Korei #Jajpur #CanalWork #Farmers #FarmerIssue #Odisha #OdishaNews #AjmatKhan #KoreiNews #BreakingNews #NewsUpdate #NewsPai #OdiaNews #news7odia

#କେନାଲ_କାମକୁ_ନେଇ_ଚାଷୀଙ୍କ_ଅସନ୍ତୋଷ କେନାଲ କାମରେ ଅବ୍ୟବସ୍ଥା ଅଭିଯୋଗ। ଚାଷୀଙ୍କ ସମସ୍ୟା ନେଇ ପ୍ରତିକ୍ରିୟା ରଖିଲେ କୋରେଇର ସମାଜସେବୀ ଅଜମତ୍ ଖାନ। #Korei #Jajpur #CanalWork #Farmers #FarmerIssue #Odisha #OdishaNews #AjmatKhan #KoreiNews #BreakingNews #NewsUpdate #NewsPai #OdiaNews #news7odia

Korai, Jajpur | Jul 11, 2026

ଯାଜପୁର: ସନ୍ତରା ସ୍ଥିତ ଡିୟୁ ପ୍ଲାଜା ହୋଟେଲରେ ନବ ନିର୍ବାଚିତ ପଂଚାୟତ ପ୍ରଭାରୀ ବିଧାୟକଙ୍କୁ ଜଣାଇଲେ ଶୁଭେଚ୍ଛା

ଯାଜପୁର: ସନ୍ତରା ସ୍ଥିତ ଡିୟୁ ପ୍ଲାଜା ହୋଟେଲରେ ନବ ନିର୍ବାଚିତ ପଂଚାୟତ ପ୍ରଭାରୀ ବିଧାୟକଙ୍କୁ ଜଣାଇଲେ ଶୁଭେଚ୍ଛା

Jajapur, Jajpur | Jul 11, 2026