#ବଡ଼ଚଣା_ଚଣ୍ଡିଖୋଲରେ_ଅଖଚକ_ବନ୍ଦ_କଲା_INDIA_ମେଣ୍ଟ !
INDIA ମେଣ୍ଟ ପକ୍ଷରୁ ଚଣ୍ଡିଖୋଲରେ ରାସ୍ତା ଅବରୋଧ କରାଯାଇ ଅଖଚକ ବନ୍ଦ ପାଳନ କରାଯାଉଛି । ଇଣ୍ଡି ମେଣ୍ଟ ପକ୍ଷରୁ ଏମ୍.ଏମ୍.ଡ଼ି.ଆର. ଆଇନ୍ ରଦ୍ଧ, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତପା,ଜ୍ଞାନେଶ୍ କୁମାର ଙ୍କ ଇସ୍ତଫା,ଦରଦାମ୍ ବୃଦ୍ଧି,ବନ୍ୟା ବିପନ୍ନଙ୍କୁ ସହାୟତା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଦିଗରେ ଓଡ଼ିଶା ବନ୍ଦ ପାଳନ କରାଯାଇଥିବା ବେଳେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।
#Odishaband
#Indiamenta
#Immdr
#BarchanaCongrass
#BlackCongrass
#ChinmayaPradhan
#SantoshBal
#AjayaSamal
#Jajpur
#ASMITAKHABAR