#କଂଗ୍ରେସ_ପ୍ରାଥମିକ_ସଦସ୍ୟରୁ_ରିଆସତ୍_ଅଲ୍ଲୀକୁ_ନିଲମ୍ବିତ।
#ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ୮/୧୧/୨୬ ରବିବାର ଯାଜପୁର ଜିଲ୍ଲା ବଡଚଣା ବ୍ଳକ ଅନ୍ତର୍ଗତ ନଳିପୁର ଗ୍ରାମ ଗ୍ରସ୍ତ କରିଥିଲେ। ସଭାପତିଙ୍କ ଉପସ୍ଥିତିରେ ଚରମ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ଯୋଗୁଁ ବ୍ଲକର ସେକ୍ ରିଆସତ୍ ଅଲ୍ଲୀକୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ପ୍ରାଥମିକ ସଦସ୍ୟରୁ ନିଲମ୍ବିତ କରିଛନ୍ତି ଓଡ଼ିଶା ପ୍ରଦେଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ସୁଜିତ୍ କୁମାର ପାଢ଼ୀ।
ସୂଚନା ମତେ ସଭାପତିଙ୍କ ଗ୍ରସ୍ତର ଉଦେଶ୍ୟକୁ ଭଣ୍ଡୁର କରିବା ପାଇଁ ସହିତ ସର୍ବସମ୍ମୁଖରେ ଦଳିୟ ସାଙ୍ଗଠନିକ ଆଲୋଚନା କରିବାପାଇଁ ଚେଷ୍ଟା କରିବା ଉଚିତ ନଥିଲା। ଯାହାକି ସମ୍ପୂର୍ଣ୍ଣ ଭାବରେ ଦଳିୟ ଶୃଙ୍ଖଳାର ଅବମାନନା। ଏହା ସହିତ ସଭାପତିଙ୍କ ଗ୍ରସ୍ତରେ ରାସ୍ତା ଅବରୋଧ କରିବା ଅଭିଯୋଗରେ ପ୍ରଦେଶ କଂଗ୍ରେସ କମିଟି କାର୍ଯାନୁଷ୍ଠାନ ନେଇଛି।
#BreakingNews
#BhaktaCharanDas
#Badachana
#BarchanCongrass
#Mallikarjunkharge
#RahulGandhi
#Sujitkumarpadhi
#AjayaSamal
#ASMITAKHABAR
Jajapur, Jajpur | Nov 14, 2026