#କାହା_ନିର୍ଦ୍ଦେଶକୁ_ଅପେକ୍ଷା ?
କାହାରିକୁ ଛାଡ଼ିବୁ ନାହିଁ କହୁଥିବା ଆଇନ ମନ୍ତ୍ରୀ ବାନ୍ଧିବାକୁ ଦେବେ କି ନିର୍ଦ୍ଦେଶ?ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ କୀଟନାଶକ ପିଇ ଜୀବନ ମରଣ ସହ ସଂଘର୍ଷ କରୁଥିବା ବେଳେ,ମୃତ୍ୟୁ ଟିପ୍ପଣୀରେ ସିଧା ସଳଖ ପୂର୍ବତନ ଅଧ୍ୟକ୍ଷ ପବିତ୍ର ମୋହନ ମାହାଲାଙ୍କୁ ଦାୟୀ କରିଛନ୍ତି।ପୋଲିସ ମାମଲା ରୁଜୁ କରି କାହାରିକୁ ଗିରଫ କରି ନ ଥିବା ଜାଣିବାକୁ ମିଳିଛି।
#LawMinister
#PruthwibrajHarichandan
#BadachanaPoliceStation
#JajpurSP
#BishnuSamantarayCollege
#BSCollegePrincipalSuicideNews
#SuicideNote
#PabitraMohanMahala
#BSCollege
#HigherEducationMinister
#SurajSurybanshi
#HigherEducationSecretary
#JajpurSubCollector
#AustinNewsOdia
#OdishaNews
#AustinNews
Badachana, Jajpur | Jul 21, 2026