Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

News in Jajapur Road

#ପିଅନ_ଠୁଁ_ପ୍ରିନ୍ସିପାଲଙ୍କ_ପଶାପାଲି 
କୁଆଡ଼େ ଗଲେ ପବିତ୍ର ମୋହନ ମାହାଲା ?
କାହିଁକି ଫେରାର ହେଲେ ପବିତ୍ର ମୋହନ ମାହାଲା ?
କାହିଁକି ସିସିଆରରେ କରୁ ନ ଥିଲେ ଦସ୍ତଖତ ?
ଜାଣୁଥିଲେ ଥିଲେ ତ ଉପ-ଜିଲ୍ଲାପାଳ ?
ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ କୀଟନାଶକ ପିଇ ଜୀବନ ମରଣ ସହ ସଂଘର୍ଷ କରୁଥିବା ବେଳେ, ମୃତ୍ୟୁ ଟିପ୍ପଣୀରେ ସିଧା ସଳଖ ପୂର୍ବତନ ଅଧ୍ୟକ୍ଷ ପବିତ୍ର ମୋହନ ମାହାଲାଙ୍କୁ ଦାୟୀ କରିଛନ୍ତି।
ଦେଖିବା ex-clusive ରିପୋର୍ଟ ସମସ୍ତ ଦସ୍ତାବିଜ୍ ସହ ଆସନ୍ତାକାଲି।
ପିଅନ ରୁ ପ୍ରିନ୍ସିପାଲଙ୍କ ପଶାପାଲି।
#BishnuSamantarayCollege 
#BSCollegePrincipalSuicide 
#ExPrincipal 
#SuicideNote 
#PabitraMohanMahala 
#BSCollege 
#HigherEducationMinister 
#SurajSurybanshi 
#HigherEducationSecretary 
#JajpurSubCollector 
#AustinNewsOdia 
#OdishaNews 
#AustinNews

#ପିଅନ_ଠୁଁ_ପ୍ରିନ୍ସିପାଲଙ୍କ_ପଶାପାଲି କୁଆଡ଼େ ଗଲେ ପବିତ୍ର ମୋହନ ମାହାଲା ? କାହିଁକି ଫେରାର ହେଲେ ପବିତ୍ର ମୋହନ ମାହାଲା ? କାହିଁକି ସିସିଆରରେ କରୁ ନ ଥିଲେ ଦସ୍ତଖତ ? ଜାଣୁଥିଲେ ଥିଲେ ତ ଉପ-ଜିଲ୍ଲାପାଳ ? ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ କୀଟନାଶକ ପିଇ ଜୀବନ ମରଣ ସହ ସଂଘର୍ଷ କରୁଥିବା ବେଳେ, ମୃତ୍ୟୁ ଟିପ୍ପଣୀରେ ସିଧା ସଳଖ ପୂର୍ବତନ ଅଧ୍ୟକ୍ଷ ପବିତ୍ର ମୋହନ ମାହାଲାଙ୍କୁ ଦାୟୀ କରିଛନ୍ତି। ଦେଖିବା ex-clusive ରିପୋର୍ଟ ସମସ୍ତ ଦସ୍ତାବିଜ୍ ସହ ଆସନ୍ତାକାଲି। ପିଅନ ରୁ ପ୍ରିନ୍ସିପାଲଙ୍କ ପଶାପାଲି। #BishnuSamantarayCollege #BSCollegePrincipalSuicide #ExPrincipal #SuicideNote #PabitraMohanMahala #BSCollege #HigherEducationMinister #SurajSurybanshi #HigherEducationSecretary #JajpurSubCollector #AustinNewsOdia #OdishaNews #AustinNews

Badachana, Jajpur | Jul 18, 2026

ପଣସା ପଂଚାୟତ ଆଙ୍କୁଲା ମୌଜାରେ ମଦ ଦୋକାନ ଖୋଲିବାକୁ ବିରୋଧ କରି ଦାବି ପତ୍ର ପ୍ରଦାନ

ପଣସା ପଂଚାୟତ ଆଙ୍କୁଲା ମୌଜାରେ ମଦ ଦୋକାନ ଖୋଲିବାକୁ ବିରୋଧ କରି ଦାବି ପତ୍ର ପ୍ରଦାନ

Jajapur, Jajpur | Jul 18, 2026

ଓଡିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ ସାଙ୍ଗଠନିକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଓଡିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ ସାଙ୍ଗଠନିକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Jajapur, Jajpur | Jul 18, 2026

#ଲୋକସେବା_ଭବନ_ପ୍ରବେଶ_କରିବାରେ_ସାମ୍ବାଦିକଙ୍କୁ_କଟକଣା
ଅଧିସ୍ବୀକୃତି ହୋଇଥିଲେ ବି ଯାଇପାରିବେ ନାହିଁ ଲୋକସେବା ଭବନ। ଗୃହ ବିଭାଗ ଓ ଲୋକସେବା ଭବନର ବିନା ଅନୁମୋଦନରେ ଅଧିସ୍ବୀକୃତ ସାମ୍ବାଦିକ ଯାଇପାରିବେ ନାହିଁ ଲୋକସେବା ଭବନ।ଏଭଳି କଟକଣା ଲୋକସେବା ଭବନ ପକ୍ଷରୁ ସୁରକ୍ଷାକର୍ମୀଙ୍କୁ ଜାରି କରାଯାଇଛି । ଦେଖନ୍ତୁ ଲୋକସେବା ଭବନ ଗେଟ ସମ୍ମୁଖର ଚିତ୍ର।
#AcridationJournalist 
#AcridatedJournalist 
#LokaSevaBhabanPass 
#EnetryPassSecretrait 
#OdishaJournalist 
#AustinNewsOdia 
#OdishaNews 
#AustinNews

#ଲୋକସେବା_ଭବନ_ପ୍ରବେଶ_କରିବାରେ_ସାମ୍ବାଦିକଙ୍କୁ_କଟକଣା ଅଧିସ୍ବୀକୃତି ହୋଇଥିଲେ ବି ଯାଇପାରିବେ ନାହିଁ ଲୋକସେବା ଭବନ। ଗୃହ ବିଭାଗ ଓ ଲୋକସେବା ଭବନର ବିନା ଅନୁମୋଦନରେ ଅଧିସ୍ବୀକୃତ ସାମ୍ବାଦିକ ଯାଇପାରିବେ ନାହିଁ ଲୋକସେବା ଭବନ।ଏଭଳି କଟକଣା ଲୋକସେବା ଭବନ ପକ୍ଷରୁ ସୁରକ୍ଷାକର୍ମୀଙ୍କୁ ଜାରି କରାଯାଇଛି । ଦେଖନ୍ତୁ ଲୋକସେବା ଭବନ ଗେଟ ସମ୍ମୁଖର ଚିତ୍ର। #AcridationJournalist #AcridatedJournalist #LokaSevaBhabanPass #EnetryPassSecretrait #OdishaJournalist #AustinNewsOdia #OdishaNews #AustinNews

Badachana, Jajpur | Jul 18, 2026

#ଶେଷକୁ_ଟାହିଆ_ଖୋଲିଦେଲେ 
ୟାଙ୍କୁ ଏତେ ଭୋକ କାହିଁକି ?
ଲୋକେ ମରୁଥିଲେ ଏମାନେ ହଲି ଡେ ରିସର୍ଟ ଆଉ ତାଜ ରିସର୍ଟରୁ ଫୁଡ ମଗାଇ ଖାଉଥିଲେ। ଏମାନଙ୍କ ଅହଙ୍କାରକୁ ଜବାବ ଦେଇଛନ୍ତି ମହାପ୍ରଭୁ। ସତର୍କ ରହି ଆଗାମୀ ରୀତିନୀତି ସୁରୁଖୁରୁରେ କରନ୍ତୁ ସରକାର। ବିଜୁ ଜନତା ଦଳର ମିଡିଆ ସଂଯୋଜକ ଲେନିନ ମହାନ୍ତିଙ୍କ ରଥଯାତ୍ରା ବିଭ୍ରାଟକୁ ନେଇ ପ୍ରତିକ୍ରିୟା।
#CarFestivalControversey 
#RathaYatra2026
#PuriRathaYatra 
#BJPGovtOdisha 
#BJDOdisha 
#LeninMohanty 
#SJTAAdminstrator 
#ArabindaPadhi 
#AustinNews
#AustinNewsOdia 
#AustinNewsOdisha

#ଶେଷକୁ_ଟାହିଆ_ଖୋଲିଦେଲେ ୟାଙ୍କୁ ଏତେ ଭୋକ କାହିଁକି ? ଲୋକେ ମରୁଥିଲେ ଏମାନେ ହଲି ଡେ ରିସର୍ଟ ଆଉ ତାଜ ରିସର୍ଟରୁ ଫୁଡ ମଗାଇ ଖାଉଥିଲେ। ଏମାନଙ୍କ ଅହଙ୍କାରକୁ ଜବାବ ଦେଇଛନ୍ତି ମହାପ୍ରଭୁ। ସତର୍କ ରହି ଆଗାମୀ ରୀତିନୀତି ସୁରୁଖୁରୁରେ କରନ୍ତୁ ସରକାର। ବିଜୁ ଜନତା ଦଳର ମିଡିଆ ସଂଯୋଜକ ଲେନିନ ମହାନ୍ତିଙ୍କ ରଥଯାତ୍ରା ବିଭ୍ରାଟକୁ ନେଇ ପ୍ରତିକ୍ରିୟା। #CarFestivalControversey #RathaYatra2026 #PuriRathaYatra #BJPGovtOdisha #BJDOdisha #LeninMohanty #SJTAAdminstrator #ArabindaPadhi #AustinNews #AustinNewsOdia #AustinNewsOdisha

Badachana, Jajpur | Jul 18, 2026

ସୁକିନ୍ଦା: ଗଡ଼ମଧୁପୁର ରାଜବାଟିରେ ରାଣୀଙ୍କ କନ୍ୟାଙ୍କ ଜନ୍ମଦିବସରେ ଯୋଗଦେଲେ ବିଧାୟକ ହିମାଂଶୁ ଶେଖର ସାହୁ

ସୁକିନ୍ଦା: ଗଡ଼ମଧୁପୁର ରାଜବାଟିରେ ରାଣୀଙ୍କ କନ୍ୟାଙ୍କ ଜନ୍ମଦିବସରେ ଯୋଗଦେଲେ ବିଧାୟକ ହିମାଂଶୁ ଶେଖର ସାହୁ

Sukinda, Jajpur | Jul 18, 2026