Latest News in Jagatpur (Local videos)

ଜଗତପୁର: ବାରଙ୍ଗ ତ୍ରିଶୂଳିଆ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ରେ ଦୁଇଟି କାର ଧକ୍କା ହୋଇଥିବା ବେଳେ  ଅଳ୍ପକେ ବର୍ତ୍ତିଯାଇଛନ୍ତି ଚାଳକ।

Jagatpur, Cuttack | May 27, 2025
khabar24pintu
khabar24pintu status mark
Share
Next Videos
ଜଗତପୁର: ବାରଙ୍ଗ  ଗୋଡିସାହିକୁ ସଂଯୋଗ କରୁଥିବା ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା ପାଟପୁର ଠାରେ ମଙ୍ଗଳବାର ଅଜଣା ଗାଡ଼ି ଧକ୍କାରେ ଜଣକ ମୃତ୍ୟୁ।

ଜଗତପୁର: ବାରଙ୍ଗ ଗୋଡିସାହିକୁ ସଂଯୋଗ କରୁଥିବା ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା ପାଟପୁର ଠାରେ ମଙ୍ଗଳବାର ଅଜଣା ଗାଡ଼ି ଧକ୍କାରେ ଜଣକ ମୃତ୍ୟୁ।

khabar24pintu status mark
Jagatpur, Cuttack | May 12, 2025
ଜଗତପୁର: ବାରଙ୍ଗ ଥାନା ଗୋଡିସାହି ଅଞ୍ଚଳରେ ଶୁକ୍ରବାର ଜଣେ ଯୁବକକୁ ପିଟିପିଟି ହତ୍ୟା। ଘଟଣାସ୍ଥଳରେ ଗୋଟିଏ ଟାଭେରା ଗାଡିକୁ ପୋଡିଦେଲେ ଦୁର୍ବୃତ।

ଜଗତପୁର: ବାରଙ୍ଗ ଥାନା ଗୋଡିସାହି ଅଞ୍ଚଳରେ ଶୁକ୍ରବାର ଜଣେ ଯୁବକକୁ ପିଟିପିଟି ହତ୍ୟା। ଘଟଣାସ୍ଥଳରେ ଗୋଟିଏ ଟାଭେରା ଗାଡିକୁ ପୋଡିଦେଲେ ଦୁର୍ବୃତ।

khabar24pintu status mark
Jagatpur, Cuttack | May 9, 2025
ଜଗତପୁର: ଗୋବିନ୍ଦପୁର ଛକ ନିକଟ ରାସ୍ତା କଡ ପୋଖରୀ ପାର୍ଶ୍ୱରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଜବତ କଲା ବାରଙ୍ଗ ପୋଲିସ

ଜଗତପୁର: ଗୋବିନ୍ଦପୁର ଛକ ନିକଟ ରାସ୍ତା କଡ ପୋଖରୀ ପାର୍ଶ୍ୱରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଜବତ କଲା ବାରଙ୍ଗ ପୋଲିସ

khabar24pintu status mark
Jagatpur, Cuttack | May 7, 2025
ଜଗତପୁର: ବାରଙ୍ଗ ଥାନା ଅନ୍ତର୍ଗତ ନେତଲ ଗ୍ରାମ ନିକଟସ୍ଥ ରେଳ ଧାରଣା ମଝିରୁ  ଯୁବକର  ମୃତ ଦେହ ମଙ୍ଗଳବାର ଉଦ୍ଧାର କରିଛି ବାରଙ୍ଗ ରେଳବାଇ ପୁଲିସ।

ଜଗତପୁର: ବାରଙ୍ଗ ଥାନା ଅନ୍ତର୍ଗତ ନେତଲ ଗ୍ରାମ ନିକଟସ୍ଥ ରେଳ ଧାରଣା ମଝିରୁ ଯୁବକର ମୃତ ଦେହ ମଙ୍ଗଳବାର ଉଦ୍ଧାର କରିଛି ବାରଙ୍ଗ ରେଳବାଇ ପୁଲିସ।

khabar24pintu status mark
Jagatpur, Cuttack | May 6, 2025
ଜଗତପୁର: ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗ୍ରାମ ନିକଟରେ ରବିବାର  ସରକାରୀ ଜମିରେ ଦୋକାନ କରିବାକୁ ନେଇ ଗଣ୍ଡଗୋଳ ଘଟଣାରେ ୩ଜଣ ଆହତ । ୨ଜଣ ଥାନାରେ ଅଟକ।

ଜଗତପୁର: ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗ୍ରାମ ନିକଟରେ ରବିବାର ସରକାରୀ ଜମିରେ ଦୋକାନ କରିବାକୁ ନେଇ ଗଣ୍ଡଗୋଳ ଘଟଣାରେ ୩ଜଣ ଆହତ । ୨ଜଣ ଥାନାରେ ଅଟକ।

khabar24pintu status mark
Jagatpur, Cuttack | Apr 30, 2025
Load More
Contact Us