Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
No video available

ଜଗତପୁର: ବାରଙ୍ଗ ଥାନା ଗୋଡିସାହି ଅଞ୍ଚଳରେ ଶୁକ୍ରବାର ଜଣେ ଯୁବକକୁ ପିଟିପିଟି ହତ୍ୟା। ଘଟଣାସ୍ଥଳରେ ଗୋଟିଏ ଟାଭେରା ଗାଡିକୁ ପୋଡିଦେଲେ ଦୁର୍ବୃତ।

Jagatpur, Cuttack | May 9, 2025
ବାରଙ୍ଗ ଥାନା ଗୋଡିସାହି ଅଞ୍ଚଳରେ ଶୁକ୍ରବାର ସକାଳ ପ୍ରାୟ ୬ ଟା ରେ ଜଣେ ଯୁବକକୁ ପିଟିପିଟି ହତ୍ୟା କରାଯାଇଛି। ଘଟଣାସ୍ଥଳରେ ଗୋଟିଏ ଟାଭେରା ଗାଡିକୁ ପୋଡିଦେଲେ ଦୁର୍ବୃତ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରୁ ରକ୍ତ ଭିଜା ଲୁହା ରଡ଼ ଜବତ କଲା ପୋଲିସ୍।
ଜଗତପୁର: ବାରଙ୍ଗ ଥାନା ଗୋଡିସାହି ଅଞ୍ଚଳରେ ଶୁକ୍ରବାର ଜଣେ ଯୁବକକୁ ପିଟିପିଟି ହତ୍ୟା। ଘଟଣାସ୍ଥଳରେ ଗୋଟିଏ ଟାଭେରା ଗାଡିକୁ ପୋଡିଦେଲେ ଦୁର୍ବୃତ। - Jagatpur News