ଲଖନପୁର: ବରିଷ୍ଠ ସାମ୍ବାଦିକ ବସନ୍ତ ଜେନାଙ୍କ ସାନଭାଇଙ୍କ ବିୟୋଗରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଶୋକ
ଝାରସୁଗୁଡ଼ାର ବରିଷ୍ଠ ସାମ୍ବାଦିକ ବସନ୍ତ ଜେନାଙ୍କ ସାନଭାଇ ପ୍ରଶାନ୍ତ ଜେନାଙ୍କ ଅକାଳ ବିୟୋଗରେ ମନ୍ତ୍ରୀ ସୁରେଶ ପୂଜାରୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି।