ଝାରସୁଗୁଡା: ଝାରସୁଗୁଡ଼ା ବୁରୋମାଲ୍ କାଲା ତାଲାବରେ ମହାସ୍ୱଚ୍ଛତା ଅଭିଯାନ
ଝାରସୁଗୁଡ଼ା ୨୧ ନମ୍ବର ୱାର୍ଡ ବୁରୋମାଲ୍ଠାରେ ଜିଲ୍ଲା ପ୍ରଶାସନ ଓ ଡି.ଏକ୍ସ କ୍ଲବ୍ ପକ୍ଷରୁ କାଲା ତାଲାବ ପରିସରରେ ମହାସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ପାଇଁ ସାଧାରଣ ଲୋକଙ୍କ ସହଭାଗିତା ଉପରେ ଗୁରୁତ୍ୱ ଦିଆଯାଇଛି।