ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର କାଳୀନଗରରେ ମା’ କାଳୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ। ଶ୍ରଦ୍ଧାଳୁଙ୍କ ସମାଗମ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜମିଲା ଆସର। ମା’ଙ୍କ ଆଶୀର୍ବାଦ ନେଲେ ଭକ୍ତ।