ଝାରସୁଗୁଡା: ଝାରସୁଗୁଡ଼ା କାଲା ତାଲାବରେ ମହାସ୍ୱଚ୍ଛତା ଅଭିଯାନ: ସଫେଇ କାର୍ଯ୍ୟରେ ସାମିଲ ହେଲେ ସ୍ୱେଚ୍ଛାସେବୀ
ଝାରସୁଗୁଡ଼ା ବୁରୋମାଲ୍ ସ୍ଥିତ କାଲା ତାଲାବ ପରିସରରେ ଜିଲ୍ଲା ପ୍ରଶାସନ ଓ ଡି ଏକ୍ସ କ୍ଲବ୍ର ମିଳିତ ସହଯୋଗରେ ମହାସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଛି। ସହରକୁ ସ୍ୱଚ୍ଛ ଓ ସବୁଜ ରଖିବା ପାଇଁ ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହଭାଗିତା ଉପରେ ଗୁରୁତ୍ୱ ଦିଆଯାଇଛି।