ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ୍ ସୁଲେହି ପଞ୍ଚାୟତର ଡେଙ୍ଗୁରଯୋରଠାରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହେଲା ପବିତ୍ର ନାଗ ଚତୁର୍ଥୀ ଉତ୍ସବ। ଅତିଥିଙ୍କ ସମେତ ସ୍ଥାନୀୟ ଲୋକେ ନାଗଦେବତାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି।