ଝାରସୁଗୁଡ଼ାରେ ଆୟୋଜିତ ହେଲା ମହାସ୍ୱଚ୍ଛତା ଅଭିଯାନ। ସହରକୁ ସ୍ୱଚ୍ଛ ରଖିବାରେ ସଫେଇ କର୍ମଚାରୀଙ୍କ ଅବଦାନକୁ ପ୍ରଶଂସା କରିବା ସହ ନାଗରିକଙ୍କୁ ସହଯୋଗ ପାଇଁ ଆହ୍ୱାନ।