ଝାରସୁଗୁଡା: ସ୍ୱଚ୍ଛ ଓ ସୁନ୍ଦର ଝାରସୁଗୁଡ଼ା ଗଠନ ପାଇଁ ଜିଲ୍ଲା ପ୍ରଶାସନ ଓ ସାମାଜିକ ସଂଗଠନଙ୍କ ସଂକଳ୍ପ
ଝାରସୁଗୁଡ଼ା ସହରକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ସାମାଜିକ ସଂଗଠନଙ୍କ ମିଳିତ ସହଯୋଗରେ ନିଆଗଲା ସାମୂହିକ ସଂକଳ୍ପ। ନାଗରିକଙ୍କ ସକ୍ରିୟ ସହଭାଗିତା ଉପରେ ଦିଆଗଲା ଗୁରୁତ୍ୱ।