ବ୍ରଜରାଜନଗରର ପୂର୍ବତନ ବିଧାୟକ ସ୍ୱର୍ଗତ କେଶବ ଚନ୍ଦ୍ର ସାହୁଙ୍କ ଧର୍ମପତ୍ନୀ ସବିତା ସାହୁଙ୍କ ଦେହାନ୍ତ। ଶ୍ରୀମତୀ ସାହୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ମନ୍ତ୍ରୀ ସୁରେଶ ପୂଜାରୀ।