ରାୟଗଡ଼ା ଡିଆରଏମ ଟୋକପାଲ ରେଳ କଲୋନୀ ଗସ୍ତ କରି କର୍ମଚାରୀଙ୍କ ଅଭିଯୋଗ ଶୁଣିଛନ୍ତି। ସମସ୍ୟାର ସମାଧାନ ପାଇଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ।