ଗୁଣୁପୁର-କଟକ ମେମୋ ଟ୍ରେନରେ ଯୁବତୀଙ୍କୁ ଛୁରୀ ଦେଖାଇ ଲୁଟ୍ ଘଟଣାରେ କାଶୀନଗର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ମୋବାଇଲ ଓ ଛୁରୀ ଜବତ ହୋଇଛି।