ପାରଳାଖେମୁଣ୍ଡି: ଗଜପତି ମାଛମୋରା ପୋଲ ନିକଟରେ ନଦୀ ସଫା କରୁଛି ଅଗ୍ନିଶମ ବାହିନୀ
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ମାଛମୋରା ପୋଲ ନିକଟ ମହେନ୍ଦ୍ରତନୟା ନଦୀରେ ଉପୁଡ଼ି ପଡ଼ିଥିବା ଗଛକୁ ହଟାଇବା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ। ତହସିଲଦାର ଓ ଅଗ୍ନିଶମ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଜଳ ପ୍ରବାହ ସ୍ୱାଭାବିକ କରିବାକୁ ଚାଲିଛି କାର୍ଯ୍ୟ।