ଗଜପତି ଜିଲ୍ଲାରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କଲା ଆମ ଆଦମୀ ପାର୍ଟି। ପାରଳାଖେମୁଣ୍ଡି ଦଳୀୟ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ନେତାଙ୍କ ଉପସ୍ଥିତିରେ ହେଲା ଗୁରୁତ୍ଵପୂର୍ଣ୍ଣ ବୈଠକ।