ପାରଳାଖେମୁଣ୍ଡି: ନୂଆଗଡ଼ ବ୍ଲକରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ଦୁଇ ବିଧାୟକ
ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକରେ ବାତ୍ୟା ଅର୍ଣ୍ଣବ ଦ୍ୱାରା କ୍ଷତିଗ୍ରସ୍ତ ପରିବାରଙ୍କୁ ମିଳିଥିବା ସହାୟତା ନେଇ ସମୀକ୍ଷା କରିଛନ୍ତି ବିଧାୟକ ନିରଞ୍ଜନ ପୂଜାରୀ ଓ ରୂପେଶ ପାଣିଗ୍ରାହୀ। ଖଜୁରୀପଦା ପଞ୍ଚାୟତରେ ପହଞ୍ଚି ସେମାନେ କ୍ଷୟକ୍ଷତି ଓ ସହାୟତା ବଣ୍ଟନ ସ୍ଥିତିର ତଦାରଖ କରିଛନ୍ତି।