ବାତ୍ୟା ଅର୍ଣ୍ଣବ ଓ ଅକ୍ବାନ ପ୍ରଭାବରେ ଗଜପତିରେ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ସ୍ଥିତି ପରଖିଲେ ପୂର୍ବତନ ବାଚସ୍ପତି ନିରଞ୍ଜନ ପୂଜାରୀ। କ୍ଷତିପୂରଣ ଦାବି ନେଇ ବିଧାନସଭାରେ ଉଠିବ ସ୍ୱର।