ମୋହନା ଜେଏମ୍ଏଫ୍ସି ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ୧୭ ବର୍ଷ ପୁରୁଣା ମାମଲାରେ ଅଭିଯୁକ୍ତ ଅଶୋକ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ କାରାଦଣ୍ଡ ଓ ଜୋରିମାନା ଆଦେଶ। ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ।