ପାରଳାଖେମୁଣ୍ଡି: ବୃନ୍ଦାବନ ପ୍ୟାଲେସ ରାସ୍ତାରେ ଅଳିଆର ଭଣ୍ଡାର, ଦୂଷିତ ହେଉଛି ପରିବେଶ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଐତିହାସିକ ବୃନ୍ଦାବନ ପ୍ୟାଲେସ ରାସ୍ତା ଏବେ ଅଳିଆ ଓ ମଦ ବୋତଲରେ ପରିପୂର୍ଣ୍ଣ। ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଯୋଗୁଁ ନଷ୍ଟ ହେଉଛି ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟ। ପ୍ରଶାସନର ହସ୍ତକ୍ଷେପ ସହ ସହରବାସୀଙ୍କ ସଚେତନତା ପାଇଁ ଦାବି।