ରାୟଗଡା: ଆନ୍ଧ୍ର ନିର୍ବାଚନରେ ଓଡ଼ିଶାର ପ୍ରାର୍ଥୀ, ଗଜପତି ପ୍ରଶାସନର କଣ ରହିବ ପଦକ୍ଷେପ?
ଆନ୍ଧ୍ର ନିର୍ବାଚନରେ ଓଡ଼ିଶାର ଗଜପତି ଜିଲ୍ଲାର ତିନିଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ। ନଭେମ୍ବର ୨୬ରେ ହେବ ମତଦାନ। ସୀମାନ୍ତ ଅଞ୍ଚଳର ଲୋକଙ୍କ ଅଂଶଗ୍ରହଣ ନେଇ ଚିନ୍ତା ବଢ଼ିଲା। ପ୍ରଶାସନ କଣ ପଦକ୍ଷେପ ନେବ ତାହା ଉପରେ ସମସ୍ତଙ୍କ ନଜର।